କଏଦୀଙ୍କ ସହ ଫଗୁ ଖେଳିବେ ଲାଲୁ

ରାଞ୍ଚି,୧।୩: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏଥର କଏଦୀମାନଙ୍କ ସହ ଫଗୁ ଖେଳିବେ।…