କଏଦୀଙ୍କ ସହ ଫଗୁ ଖେଳିବେ ଲାଲୁ

ରାଞ୍ଚି,୧।୩: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏଥର କଏଦୀମାନଙ୍କ ସହ ଫଗୁ ଖେଳିବେ। ଦୁମକା କୋଷାଘର ମାମଲାରେ କିଛିଦିନ ତଳେ ଲାଲୁ ଜାମିନ ପାଇଁ ଆବେଦନ କରିଥିଲେ ସୁଦ୍ଧା କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଫଳରେ ଲାଲୁ ବାହାରକୁ ଆସିବାର ବାଟ ବନ୍ଦ ହୋଇ ଯାଇଥିଲା। ତେଣୁ ଚଳିତ ବର୍ଷ ହୋଲିରେ ଲାଲୁ ଜେଲ ଭିତରେ କଏଦୀମାନଙ୍କ ସହ ଫଗୁ ଖେଳିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *