ଜାମିନ କରାଇଦେବାକୁ ୭.୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ବିଚାରପତି ଗିରଫ

ହାଇଦ୍ରାବାଦ,୧୪।୪: ଜଣେ ଅଭିଯୁକ୍ତଙ୍କୁ ଜାମିନ କରାଇଦେବା ଲାଗି ଜନୈକ ବିଚାରପତି ଲାଞ୍ଚ ନେବା ମହଙ୍ଗା ପଡିଛି। ହାଇଦ୍ରାବାଦ ମେଟ୍ରୋପଲିଟାନ୍‌ ସେସନ୍‌ ବିଚାରପତି…